
26
Aug 2015ମାତ୍ରାଧିକ ମଦ୍ୟପାନର ପ୍ରଭାବ ଓ ପରିଣାମ ସବୁ କଣ ହୋଇପାରେ?
Posted by Responsible Consumption / in ଅତ୍ୟଧିକ ମଦ୍ୟସେବନ / No comments yet
ଅତ୍ୟଧିକ ମଦ୍ୟପାନ ଆପଣଙ୍କର ଶାରିରିକ ଓ ମାନସିକ ସ୍ବାସ୍ଥ୍ୟ କୁ ପ୍ରଭାବିତ କରିଥାଏ:
- ଦୁର୍ଘଟଣା ଏବଂ ତଳେ ପଡ଼ିଯିବା ପରି ଘଟଣା ସାଧାରଣତଃ ଘଟିଥାଏ।
- ଅତ୍ୟଧିକ ମଦ୍ୟପାନ ଆପଣଙ୍କର ଶକ୍ତୀ ଓ ମନବୃତ୍ତିକୁ ପ୍ରଭାବିତ କରିପାରେ ଏବଂ ସ୍ମରଣଶକ୍ତି ହ୍ରାସ ପାଇପାରେ ତଥା ଦୀର୍ଘମିଆଦୀ ସୂତ୍ରରେ ଏହିପରି ହେଳେ ବିଭିନ୍ନ ସାଂଘାତିକ ମାନସିକ ରୋଗ ହୋଇପାରେ।
ଅଧିକ ସାଧାରଣ ଭାବରେ ଦେଖାଯାଏ ଯେ ମାତ୍ରାଧିକ ମଦ୍ୟପାନ ଦ୍ବାରା ଜଣେ ଅସାମାଜିକ, ଦୁର୍ଦିଶ ତଥା ହିଂସାତ୍ମକ ବ୍ୟବହାର ପ୍ରଦର୍ଶନ କରି ଥାଏ।