
20
Aug 2015ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ କମ୍ ବିପଦଶଙ୍କୁଲ ମଦ୍ୟପାନ ମାର୍ଗ ଦର୍ଶନ
Posted by Responsible Consumption / in ଦାୟୀତ୍ବପୂର୍ଣ୍ଣ ଉପଯୋଗ ବା ସେବନ / No comments yet
- ହାରାହାରି ଭାବରେ ଦେଖିଲେ ମହିଳାମାନଙ୍କର ଓଜନ କମ ଥାଏ ଏବଂ କମ ଓଦଜନର ଲୋକ ମାନଙ୍କୁ, ବେଶୀ ଓଜନଥିବା ଲୋକମାନଙ୍କ ତୁଳନାରେ ଅଧିକ ମାତ୍ରାରେ ବ୍ଲଡ୍ ଆଲକୋହଲ ମାତ୍ରାବଢ଼ି ଥାଏ।
- ମହିଳା ମାନଙ୍କର ଠାରେ ଅଧିକ ଆଡିପୋସ୍ ଟିସୁ (ଫ୍ୟାଟ) ଥାଏ, ଯାହା ଦ୍ବାରା ଆଲକୋହଲ ଧିରେ ଧିରେ ଅବଶୋଷିତ ହୋଇଥାଏ ଏବଂ ଏହାଦ୍ବାରା ଆଲକୋହଲର ପ୍ରଭାବ କମିବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ।
- ମହିଳା ମାନଙ୍କ ଶରୀରରେ କମ୍ ଜଳୀୟ ଅଂଶ ଥାଏ, ଫଳରେ ଆଲକୋହଲ ସହଜରେ ଡାଇଲ୍ୟୁଟ ହୋଇପାରେ ନାହିଁ, ଯଦି ଏକା ଓଜନର ଜଣେ ପୁରୁଷଓ ମହିଳା ଏକା ପରିମାଣର ଆଲକୋହଲ ସେବନ କରିବେ ତେବେ ରକ୍ତରେ ଆଲକୋହଲର ଘନତ୍ତ୍ବ ଅଧିକ ରହିବ।
- ଆଲକୋହଲକୁ ଘଟିତ କରିବା ପାଇଁ ମହିଳାଙ୍କ ଶରୀରରେ କମ ଏନଜାଇମ୍ ଥାଏ। ଏନଜାଇନର ଏହି କମ୍ ସ୍ତର ଯୋଗୁଁ ମହିଳାଙ୍କର ଶାରୀର ତନ୍ତ୍ରରେ ଆଲକୋହଲ ଅଧିକ ସମୟ ଯାଏଁ ରହିଥାଏ।