

ପରିଚୟ: ଏହା କାହା ସହିତ ବି ହୋଇପାରେ। ଏମିତିକି ଆପଣଙ୍କ ସହିତ ମଧ୍ୟ ଆପଣ ପାର୍ଟିକୁ ଯାଆନ୍ତି, ସାଙ୍ଗସାଥୀଙ୍କୁ ଭେଟନ୍ତି, ହସନ୍ତି, ବେଶ୍ ଉପଭୋଗ ସମୟ ଅତିବାହିତ କରନ୍ତି। ତାପରେ ଘରକୁ ଫେରିବା ସମୟ ଆସିଥାଏ। ଆପଣ ନିଜ କାର୍ ରେ ଆସିବାର ଭୁଲ କରନ୍ତି। ଆପଣ ନିଜେ ନିଜେ କୁହନ୍ତି ଯେ ନାଁ ମୁଁ ପିଇ ନାହିଁ, ବାସ ଯେତିକି ନିୟନ୍ତ୍ରଣକ୍ଷମ ସେତିକି ପିଇଛି। କିନ୍ତୁ ,ସତ କହିବାକୁ ଗଲେ ଆପଣ ବେଶ୍ ଭଲ ମାତ୍ରାରେ ସେବନ କରିଛନ୍ତି। ଆଉ ସେତିକି ହିଁ ଗୋଟିଏ ଦୁର୍ଘଟଣା ଘଟାଇବା ପାଇଁ ଯଥେଷ୍ଟ ହୋଇଥାଏ।

SIMILAR POSTS
16
Aug 2015କିପରି ସୁନିଶ୍ଚିତ କରାଇବେ ଯେ ଆପଣ ମଦ୍ୟପାନ କରି ଗାଡ଼ି ଚଲାଉ ନାହାନ୍ତି?
ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ...
No comments yet