
ଅଲ୍ପ ବୟସର ମଦ୍ୟପାନ ଅର୍ଥ ହେଉଛି ଆଇନସମ୍ମତ ମଦ୍ୟପାନର ବୟସ 21 ରୁ କମ୍ ବୟସରେ ଯଦି କେହି ମଦ୍ୟପାନ କରନ୍ତି।ଅଲ୍ପବୟସର ମଦ୍ୟପାନ, ବହୁସଂଖ୍ୟକ ଯୁବ ବୟସ୍କ ଓ କିଶୋର କୁ ଆକର୍ଷିତ କରୁଥିବା ଏକ ବିପଦ। ଯେତେବେଳେ କମ୍ ବୟସ୍କ ଓ କିଶୋର ମାନେ ମଦ୍ୟପାନ ଚେଷ୍ଟା କରନ୍ତି, ସେମାନେ କେବେ ବି ନିଜ ସ୍ବାସ୍ଥ୍ୟ, ଜୀବନ, ନିଜ ପରିବାର ଓ ତାଙ୍କର ସମାଜ ଉପରେ ମଦ୍ୟପାନର କଣ କୁ ପ୍ରଭାବ ପଡ଼େ ତାହା ବିଚାର କରିନଥାନ୍ତି।

SIMILAR POSTS
8
Sep 2015କମ୍ ବୟସ ସୀମାରୁ ଅଧିକ
...31
Jul 2015କିଶୋର ମାନେ କାହିଁକି ମଦ୍ୟପାନ କରନ୍ତି?
ଗୁଣବତ୍ତା ସମ୍ପନ୍ନ ଅଧ୍ୟୟନ ରୁ ଏକଥା...
No comments yet