
ଅଲ୍ପ ବୟସର ମଦ୍ୟପାନ ଅର୍ଥ ହେଉଛି ଆଇନସମ୍ମତ ମଦ୍ୟପାନର ବୟସ 21 ରୁ କମ୍ ବୟସରେ ଯଦି କେହି ମଦ୍ୟପାନ କରନ୍ତି।ଅଲ୍ପବୟସର ମଦ୍ୟପାନ, ବହୁସଂଖ୍ୟକ ଯୁବ ବୟସ୍କ ଓ କିଶୋର କୁ ଆକର୍ଷିତ କରୁଥିବା ଏକ ବିପଦ। ଯେତେବେଳେ କମ୍ ବୟସ୍କ ଓ କିଶୋର ମାନେ ମଦ୍ୟପାନ ଚେଷ୍ଟା କରନ୍ତି, ସେମାନେ କେବେ ବି ନିଜ ସ୍ବାସ୍ଥ୍ୟ, ଜୀବନ, ନିଜ ପରିବାର ଓ ତାଙ୍କର ସମାଜ ଉପରେ ମଦ୍ୟପାନର କଣ କୁ ପ୍ରଭାବ ପଡ଼େ ତାହା ବିଚାର କରିନଥାନ୍ତି।

SIMILAR POSTS
31
Jul 2015କିଶୋର ମାନେ କାହିଁକି ମଦ୍ୟପାନ କରନ୍ତି?
ଗୁଣବତ୍ତା ସମ୍ପନ୍ନ ଅଧ୍ୟୟନ ରୁ ଏକଥା...28
Jul 2015କମ ବୟସରେ ମଦ୍ୟପାନରୁ ନିବୃତ୍ତ ରହିବାର କୌଶଳ
...
No comments yet